ଏ ଦେଶ ଭାରତ ମୋ ଜନନୀ

ଏ ଦେଶ ଭାରତ ମୋ ଜନନୀ

Emotional, romantic and folk as per the audio uploaded

00:00 / 00:00

Your friends are using AiMusic.la to generate music, listen to it! You can also generate your own music!

Lyrics

ଆହା ହାଏ ଆହା ହାଏ ଆରେ ଆରେ ଆରେ ଆରେ ଆରେ ଏ ଦେଶ ଭାରତ ମୋ ଜନନୀ ମମତାରେ ଭରା ଯାର କାନି ଏ ଦେଶେ ଜନମି ଆହା ଧନ୍ୟ ହେଲି ମୁହିଁ ଆହା ଏ ଦେଶର ମାଟି ସ୍ବାଭିମାନୀ.......ଭାରି ସ୍ବାଭିମାନୀ ଆରେ ଆରେ ଆରେ ଆରେ ଆରେ ଏ ଦେଶ ଭାରତ ମୋ ଜନନୀ ମମତାରେ ଭରା ଯାର କାନି ଏ ଦେଶେ ଜନମି ଆହା ଧନ୍ୟ ହେଲି ମୁହିଁ ଆହା ଏ ଦେଶର ମାଟି ସ୍ବାଭିମାନୀ.......ଭାରି ସ୍ବାଭିମାନୀ ଏ ଦେଶରେ ନଦୀ ବହେ ଗଙ୍ଗା ଗୋଦାବରୀ ହିମାଳୟ ଆହା ସଜାଏ ତା' ମଥାର ଉତ୍ତରୀ ଆହା କଟୀ ତଟେ ଶୋଭେ ଯାର ବିନ୍ଧ୍ଯ ଗିରି ପରା ପାଦେ ଲୋଟେ ସାଗରର ନୀଳ ଢେଉମାଳା ଉଁ ଉଁ ଉଁ ଉଁ ଉଁ ଉଁ ଆରେ ଆରେ ଆରେ ଆରେ ଆରେ ଲୁହ ଗାଏ ପୁଲକର ଗୀତ ସପନରେ ଭରିଯାଏ ଚିତ୍ତ ହାଏ ହୃଦୟରେ ଏଠି ଆହା ନିତି ଝରୁଥାଏ ପ୍ରେମର ଏ ପୁଣ୍ୟ ମନ୍ଦାକିନୀ........ଭାରି ସ୍ବାଭିମାନୀ ଗ୍ରନ୍ଥ ଗଲେ ଲେଖି ଏଠି ବାଲ୍ମୀକି ଓ ବ୍ୟାସ ଆଉ ଯଶ ଗଲେ ରଖି ଏଠି ଆହା ଗାନ୍ଧୀ ଓ ସୁଭାଷ ଆରେ ଏ ଭୂଇଁର ପୁଣ୍ୟ ଶ୍ଳୋକ ଗୀତା ଭାଗବତ ବିପଦରେ ସାହା ସେହି ପ୍ରଭୁ ଜଗନ୍ନାଥ ହୋ ଓ ଓ ଓ ହୋ ଓ ଓ ଓ ଆରେ ଆରେ ଆରେ ଆରେ ଆରେ ଶାନ୍ତି ଆଉ ସଂହତିର ଗୀତେ ଏ ଦେଶରେ ସଦାକାଳ ଫିଟେ ଜଗତର ଲାଗି ଆହା ଅହିଂସାର ବାଣୀ ସଂପ୍ରୀତିର ସ୍ନିଗ୍ଧ ଆବାହନୀ.........ଭାରି ସ୍ବାଭିମାନୀ ଆରେ ଆରେ ଆରେ ଆରେ ଆରେ ଏ ଦେଶ ଭାରତ ମୋ ଜନନୀ ମମତାରେ ଭରା ଯାର କାନି ଏ ଦେଶେ ଜନମି ଆହା ଧନ୍ୟ ହେଲି ମୁହିଁ ଆହା ଏ ଦେଶର ମାଟି ସ୍ବାଭିମାନୀ.......ଭାରି ସ୍ବାଭିମାନୀ ଭାରି ସ୍ବାଭିମାନୀ ଭାରି ସ୍ବାଭିମାନୀ ଭାରି ସ୍ବାଭିମାନୀ